କବୀର
ଦେଖଣା
ଲେଖା ଚାଲିଛି...
କବୀର | |
---|---|
ଜନ୍ମ | ୧୪୪୦ |
ମୃତ୍ୟୁ | ୧୫୧୮ |
ବୃତ୍ତି(ସମୂହ) | ବୁଣାକାର (ତନ୍ତୀ), କବି |
ପ୍ରସିଦ୍ଧି | ଭକ୍ତି ଆନ୍ଦୋଳନ |
କବୀର (୧୪୪୦–୧୫୧୮)[୧][୨][୩][୪] ଜଣେ ଧାର୍ମିକ କବି ଓ ସନ୍ଥ ଥିଲେ । କବୀରଙ୍କ ରଚନା ଭକ୍ତି ଆନ୍ଦୋଳନକୁ ଗଭୀର ଭାବେ ପ୍ରଭାବିତ କରିଥିଲା । କବୀରଙ୍କ କବିତା ଶିଖ ଧର୍ମ ପୁସ୍ତକ ଗୁରୁ ଗ୍ରନ୍ଥ ସାହିବରେ ଦେଖିବାକୁ ମିଳେ ।[୫][୩][୬] ତାଙ୍କର ଲେଖା ମଧ୍ୟରେ ଦୋହା ଖ୍ୟାତି ଲାଭ କରିଥିଲା ।[୭]
କବୀରଙ୍କ ଜନ୍ମ ରହସ୍ୟ ଓ ଲୋକକଥାରେ ପରିପୂର୍ଣ୍ଣ । ତାଙ୍କର ଜନ୍ମ ସମୟ ଓ ପିତାମାତାଙ୍କ ବିଷୟରେ ବିଶାରଦମାନଙ୍କର ମତଭେଦ ରହିଛି । ଲୋକକଥା ଅନୁସାରେ ଜଣେ ବ୍ରାହ୍ମଣ କନ୍ୟା ଏକ ହିନ୍ଦୁ ମନ୍ଦିରକୁ ଯିବା ପରେ ଗର୍ଭବତୀ ହୋଇଥିଲେ କିନ୍ତୁ ସେ ବିବାହିତା ନଥିଲେ । ତେଣୁ ନବଜାତ କବୀରଙ୍କୁ ସେ ପରିତ୍ୟାଗ କଲାପରେ ଏକ ମୁସଲମାନ ତନ୍ତୀ ଦମ୍ପତି ତାଙ୍କୁ ଲାଳନ ପାଳନ କରିଥିଲେ ।[୮] ସେ ବ୍ରାହ୍ମଣ ହୋଇଥିବା ବିଷୟ ସନ୍ଦେହାତ୍ମକ ଥିଲେ ମଧ୍ୟ ହିନ୍ଦୁ ସାଧୁ ରାମାନନ୍ଦ ସେହି ସମ୍ବନ୍ଧରେ ପ୍ରଭାବ ପକେଇଥିଲେ ।[୯]
ଆଧାର
[ସମ୍ପାଦନା]- ↑ Encyclopædia Britannica
- ↑ Carol Henderson Garcia; Carol E. Henderson (2002). Culture and Customs of India. Greenwood Publishing Group. pp. 70–. ISBN 978-0-313-30513-9. Retrieved 12 July 2012.
- ↑ ୩.୦ ୩.୧ Hugh Tinker (1990). South Asia: A Short History. University of Hawaii Press. pp. 76–. ISBN 978-0-8248-1287-4. Retrieved 12 July 2012.
- ↑ "Narrative Section of a Successful Application" (PDF). Claflin University. Archived from the original (PDF) on 10 October 2012. Retrieved 12 July 2012.
- ↑ Kabir Encyclopædia Britannica (2015)Accessed: 27 July 2015
- ↑ ଆଧାର ଭୁଲ: ଅଚଳ
<ref>
ଚିହ୍ନ;ronaldsikh
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ [୧]
- ↑ https://www.britannica.com/biography/Kabir-Indian-mystic-and-poet
- ↑ Encyclopedia Brittanica, The Editors of (1 January 2019). "Kabir". Encyclopedia Brittanica. Retrieved 20 January 2019.
{{cite web}}
:|first=
has generic name (help)
ବାହାର ଆଧାର
[ସମ୍ପାଦନା]ଉଇକିମିଡ଼ିଆ କମନ୍ସରେ କବୀର
ବାବଦରେ ମାଧ୍ୟମ ରହିଛି ।
ଉଇକି କଥାରେ କବୀର ସମ୍ବନ୍ଧୀୟ ଅନେକ ଲୋକବାଣୀ ରହିଛି
- Gutenberg: Songs of Kabir by Rabindranath Tagore
- The Bijak of Kabir – Ahmad Shah Translation of the Entire Text
- The Anurag Sagar of Kabir
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |