ନିମେସୁଲାଇଡ
Clinical data | |
---|---|
AHFS/Drugs.com | International Drug Names |
Routes of administration | By mouth, rectal, topical |
Legal status | |
Legal status |
|
Pharmacokinetic data | |
Protein binding | >97.5% |
Metabolism | Liver |
Elimination half-life | 1.8–4.7h |
Excretion | Kidney (50%), fecal (29%) |
Identifiers | |
| |
ECHA InfoCard | 100.052.194 |
Chemical and physical data | |
Formula | C13H12N2O5S |
Molar mass | ୩୦୮.୩୧ g·mol−1 |
3D model (JSmol) | |
| |
| |
(verify) |
ନିମେସୁଲାଇଡ ହେଉଛି ଏକ ନନଷ୍ଟେରଏଡାଲ ଆଣ୍ଟି-ଇନ୍ଫ୍ଲାମେଟୋରୀ ଔଷଧ (NSAID) ଯାହା ତୀବ୍ର ଯନ୍ତ୍ରଣା ଏବଂ ଋତୁଶୂଳ (ବେଦନା ଦାୟକ ଋତୁସ୍ରାବ) ପାଇଁ ବ୍ୟବହୃତ ହୁଏ ।[୧] [୨] ୧୫ ଦିନରୁ କମ୍ ସମୟ ପାଇଁ ଏହାକୁ ବ୍ୟବହାର କରିବାକୁ ସୁପାରିଶ କରାଯାଏ ।[୧] ଅନ୍ୟାନ୍ୟ ଏନଏସଆଡି ଅପେକ୍ଷା ଅଧିକ ଉପକାର ମିଳିବାର କୌଣସି ପ୍ରମାଣ ନାହିଁ ବରଂ ଅଧିକ ପାର୍ଶ୍ୱ ପ୍ରତିକ୍ରିୟା ହେତୁ ଏହାକୁ ଦ୍ୱିତୀୟ ଧାଡ଼ି ଚିକିତ୍ସା ଭାବରେ ବିବେଚନା କରାଯାଏ ।[୩] [୧]
ପାର୍ଶ୍ୱ ପ୍ରତିକ୍ରିୟାରେ ଯକୃତ ସମସ୍ୟା ସୃଷ୍ଟି ହୋଇପାରେ ଯାହା ଯକୃତ ପ୍ରତିରୋପଣ ଆବଶ୍ୟକ କରେ ନଚେତ ମୃତ୍ୟୁ ହୋଇପାରେ ।[୩] [୧] [୪] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ପାକସ୍ଥଳୀ ସମସ୍ୟା ଅନ୍ତର୍ଭୁକ୍ତ ହୋଇପାରେ ।[୧] ଏହି ସମସ୍ୟା ଅନ୍ୟାନ୍ୟ ଏନଏସଆଡି ଗୁଡ଼ିକ ଅପେକ୍ଷା ଅଧିକ ହାରରେ ସୃଷ୍ଟି ହୋଇପାରେ ।[୩] ଏହା ମୁଖ୍ୟତଃପ୍ରୋଷ୍ଟାଗ୍ଲାଣ୍ଡିନ୍ ତିଆରି କରୁଥିବା କକ୍ସ-୨ (COX-2)କୁ ଅବରୋଧ କରି କାର୍ଯ୍ୟକ୍ଷମ ହୋଇଥାଏ ।[୫]
୧୯୮୫ ମସିହାରୁ ୟୁରୋପର କିଛି ଅଂଶରେ ଚିକିତ୍ସା ବ୍ୟବହାର ପାଇଁ ଏହା ଅନୁମୋଦିତ ହୋଇଛି ।[୧] ଯୁକ୍ତରାଷ୍ଟ୍ର, ଯୁକ୍ତରାଜ୍ୟ, କାନାଡ଼ା, ଅଷ୍ଟ୍ରେଲିଆ, ନିଉଜିଲାଣ୍ଡ ଓ ଜାପାନରେ ଏହା କଦାପି ବ୍ୟବହାର କରାଯାଇ ନାହିଁ ।[୩] ସ୍ପେନ୍, ଆୟର୍ଲାଣ୍ଡ ଏବଂ ଫିନଲ୍ୟାଣ୍ଡ ସମେତ ଅନେକ ଦେଶରେ ଅନୁମୋଦନ ପ୍ରତ୍ୟାହାର କରାଯାଇଛି। [୩]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Nimesulide". European Medicines Agency. 2012. Archived from the original on 22 October 2020. Retrieved 27 October 2020.
- ↑ "Nimesulide". Drugs.com (in ଇଂରାଜୀ). Archived from the original on 12 November 2020. Retrieved 27 October 2020.
- ↑ ୩.୦ ୩.୧ ୩.୨ ୩.୩ ୩.୪ "Nimesulide must be withdrawn worldwide due to serious liver damage". www.ti.ubc.ca. Archived from the original on 8 November 2020. Retrieved 27 October 2020.
- ↑ Kwon, J; Kim, S; Yoo, H; Lee, E (2019). "Nimesulide-induced hepatotoxicity: A systematic review and meta-analysis". PloS one. 14 (1): e0209264. doi:10.1371/journal.pone.0209264. PMID 30677025.
{{cite journal}}
: CS1 maint: unflagged free DOI (link) - ↑ Aronson, Jeffrey K. (2016). Meyler's Side Effects of Drugs: The International Encyclopedia of Adverse Drug Reactions and Interactions (in ଇଂରାଜୀ). Elsevier. p. 738. ISBN 978-0-444-53716-4. Archived from the original on 10 November 2021. Retrieved 27 October 2020.