ଲାରା ଦତ୍ତ
ଦେଖଣା
ଲାରା ଦତ୍ତ ଭୂପତି | |
---|---|
ଜନ୍ମ | [୧] ଗାଜିଆବାଦ, ଉତ୍ତରପ୍ରଦେଶ, ଭାରତ[୨] | ୧୬ ଅପ୍ରେଲ ୧୯୭୮
ଶିକ୍ଷା | ଦ ଫ୍ରାଙ୍କ୍ ଆନ୍ଥୋନୀ ପବ୍ଲିକ୍ ସ୍କୁଲ, ବାଙ୍ଗାଲୋର[୩] |
ଶିକ୍ଷାନୁଷ୍ଠାନ | ମୁମ୍ବାଇ ବିଶ୍ୱବିଦ୍ୟାଳୟ,[୩] ମହାରାଷ୍ଟ୍ର, ଭାରତ |
ବୃତ୍ତି(ସମୂହ) | ମଡେଲ, ଅଭିନେତ୍ରୀ |
ସକ୍ରିୟ ବର୍ଷ | ୧୯୯୫–ଏବେଯାଏଁ |
Title | ଗ୍ଲଡ୍ରାଗସ୍ ମେଗା ମଡେଲ ଇଣ୍ଡିଆ ୧୯୯୫ ମିସ୍ ଇଣ୍ଟରକଣ୍ଟିନେଣ୍ଟାଲ୍ ୧୯୯୭ ଫେମିନ୍ ମିସ୍ ଇଣ୍ଡିଆ ୨୦୦୦ ମିସ୍ ଉଇନିଭର୍ସ ୨୦୦୦ |
ବୈବାହିକ-ସାଥୀ | |
ସନ୍ତାନ | ୧ |
ପୁରସ୍କାର | ଫିଲ୍ମ ଫେୟାର, ଆଇଫା, ଷ୍ଟାର ଡଷ୍ଟ, ଗୋଲ୍ଡେନ୍ ରୋଜ୍ |
ଲାରା (ଜନ୍ମ: ୧୬ ଅପ୍ରେଲ ୧୯୭୮[୧]) ଜଣେ ଭାରତୀୟ ଅଭିନେତ୍ରୀ ଏବଂ ମଡେଲ, ଯିଏକି ୧୯୯୭ ମସିହାରେ ମିସ୍ ଇଣ୍ଟକଣ୍ଟିନେଣ୍ଟାଲ୍ ଏବଂ ୨୦୦୦ ମସିହାରେ ମିସ୍ ଉଇନିଭର୍ସର ମୁକୁଟ ଜିତିଥିଲେ । ସେ ମୁଖ୍ୟତଃ ହିନ୍ଦୀ କଥାଚିତ୍ର ଜଗତ ବା ବଲିଉଡ୍ରେ ଅଭିନୟ କରନ୍ତି ଏବଂ ତାଙ୍କ ଅଭିନୟ ପାଇଁ ଅନେକ ପୁରସ୍କାରରେ ସମ୍ମାନିତା ହୋଇଛନ୍ତି, ଯେଉଁଥିରେ ଫିଲ୍ମଫେୟାରରେ ତାଙ୍କୁ ଶ୍ରେଷ୍ଠ ନବାଗତା ପୁରସ୍କାର ପ୍ରଦାନ କରାଯାଇଥିଲା ।
୨୦୦୩ ମସିହାରେ ଲାରା ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ ହିନ୍ଦୀ କଥାଚିତ୍ର ଥିଲା ଅନ୍ଦାଜ୍, ଯାହା ପାଇଁ ତାଙ୍କୁ ଫିଲ୍ମଫେୟାରରେ ଶ୍ରେଷ୍ଠ ନବାଗତ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହାପରେ ସେ କିଛି ବ୍ୟବସାୟିକ ସଫଳତା ପାଇଥିବା ଚଳଚ୍ଚିତ୍ର ମସ୍ତି (୨୦୦୪), ନୋ ଏଣ୍ଟ୍ରି (୨୦୦୫), ଫନା (୨୦୦୫), ଭାଗମ୍ ଭାଗ୍ (୨୦୦୬), ଝୁମ୍ ବରାବର୍ ଝୁମ୍ (୨୦୦୭), ପାର୍ଟନର୍ (୨୦୦୭), ହାଉସ୍ଫୁଲ୍ (୨୦୧୦), ଡନ୍ ୨ (୨୦୧୧) ଆଦିରେ ଅଭିନୟ କରିଥିଲେ ।
ଆଧାର
[ସମ୍ପାଦନା]- ↑ ୧.୦ ୧.୧ Shiksha, Shruti (17 April 2018). "Inside Lara Dutta's 40th Birthday Party". NDTV. Retrieved 14 December 2018.
- ↑ Seetharamaiah, K.V. (29 May 2003). "Lara's culmination of a dream". The Times of India. Retrieved 4 April 2014.
{{cite web}}
: CS1 maint: numeric names: authors list (link) - ↑ ୩.୦ ୩.୧ "From Sushmita Sen to Diana Hayden, see how educated your favourite Indian beauty pageant winners are". India Times. 25 July 2017.
ବାହାର ଆଧାର
[ସମ୍ପାଦନା]ଉଇକିମିଡ଼ିଆ କମନ୍ସରେ ଲାରା ଦତ୍ତ
ବାବଦରେ ମାଧ୍ୟମ ରହିଛି ।
- Fansite Lara Dutta Zone Archived 2019-06-30 at the Wayback Machine.
- ଇଣ୍ଟରନେଟ ମୁଭି ଡାଟାବେସରେ ଲାରା ଦତ୍ତ